କାର କୁ ପିଟିଲା ଲାଇନ ଟ୍ରକ
ଗୋପାଳପୁର ରେ ସଡକ ଦୁର୍ଘଟଣା ଜଣେ ମୃତ୍ୟୁ 1ଗୁରୁତର । ମୃତକ ଜଣକ ହେଲେ ସାନଖେମୁଣ୍ଡି ର ପଥରପୁଞ୍ଜି ଶ୍ରୀକାନ୍ତ ଜେନା 25 ଇଂଜିନିୟରିଂଙ୍ଗ ଛାତ୍ର । ଗୁରୁତର ଜଣକ ହେଲେ ଉଗ୍ରସେନ ଜେନା 28 । 4ଜଣ ସାଙ୍ଗ ହୋଇ ଗୋପାଳପୁର ରୁ ବ୍ରହ୍ମପୁର ଅଭିମୁଖେ ଫେରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଲାଇନ ଟ୍ରକ । ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ସମୟେ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା । ଗୁରୁତର ଥିବାରୁ ଭୁବନେଶ୍ୱର ପ୍ରାଇଭେର୍ଟ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।


