କୁନ୍ଦ୍ରା ସମ୍ବାଦ ପ୍ରତିନିଧିଙ୍କୁ ଗଞ୍ଜେଇ ମାଫିଆଙ୍କ ମରଣାତ୍ମକ ଆକ୍ରମଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କୋରାପୁଟ ଜିଲ୍ଲାର କୁନ୍ଦ୍ରା ଅଂଚଳର ସମ୍ବାଦ ପ୍ରତିନିଧି ଅକ୍ଷୟ ପଟନାୟକଙ୍କୁ ଗଞ୍ଜେଇ ମାଫିଆଙ୍କ ମରଣାତ୍ମକ ଆକ୍ରମଣ ।ସୂଚନାଯୋଗ୍ଯ ଯେ ଗଞେଇ ଚୋରା ଚାଲାଣ ନେଇ ଏକ ଖବର ପରିବେଷଣ କରିଥିଲେ ।ଏହାକୁ ନେଇ ଗଞ୍ଜେଇ ମାଫିଆମାନେ ବିଳମ୍ବିତ ରାତିରେ ସଂଘବଦ୍ଧ ହୋଇ ତାଙ୍କ ଘର ପାଖରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।ବର୍ତ୍ତମାନ ସେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେମୋରିଆଲ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେବା ମୃତ୍ଯୁ ସହିତ ସଂଗ୍ରାମ କରୁଛନ୍ତି ।ପୋଲିସ ଜଣଙ୍କୁ ଗିରଫ ସହ ସଂପୃକ୍ତ ଘଟଣାର ଫେରାର ଆସାମୀ ମାନଙ୍କୁ ଖୋଜୁଛି ।ଘଟଣାକୁ ସବୁ ସାମ୍ବାଦିକ ମହଲର ନିନ୍ଦା କରା ଯିବା ସହ ଦୋଷୀଙ୍କ ଵିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଵୁ ସାମ୍ବାଦିକ ମହଲର ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ