କୁଲାଡରେ ବିଜେପିର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ

ଭଞ୍ଜନଗର ବ୍ଲକ ଭଞ୍ଜନଗର ବ୍ଲକ କୁଲାଡ ଗ୍ରାମ ରେ ଆଜି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ ଦେବା ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ ନାୟକ, କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେଇଥିଲେ। ବିଜେଡ଼ି ଦଳ ର ଦୁର୍ନୀତି ଓ ପିସି କାରବାର କୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ଙ୍କ ଉପରେ ବର୍ଷୀ ଥିଲେ ଧର୍ମେନ୍ଦ୍ର।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ପ୍ରାୟ ୪ ହଜାର ଜନସାଧାରଣ ଯୋଗଦେଇଥିଲେ ଏହି ବିଜୟ ସଂକଳ୍ପ ସଭା ରେ।ଭଞ୍ଜନଗର ବ୍ଲକ କୁଲାଡ ଗ୍ରାମ ରେ ଆଜି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ ଦେବା ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ ନାୟକ, କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେଇଥିଲେ। ବିଜେଡ଼ି ଦଳ ର ଦୁର୍ନୀତି ଓ ପିସି କାରବାର କୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ଙ୍କ ଉପରେ ବର୍ଷୀ ଥିଲେ ଧର୍ମେନ୍ଦ୍ର।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ପ୍ରାୟ ୪ ହଜାର ଜନସାଧାରଣ ଯୋଗଦେଇଥିଲେ ଏହି ବିଜୟ ସଂକଳ୍ପ ସଭା ରେ।ହୋଇଯାଇଛି।ଏହି ଅବସର ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ ଦେବା ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ ନାୟକ, କନ୍ଧମାଳ ସାଂସଦ ପାର୍ଥୀ ଖାରବେଳ ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେଇଥିଲେ। ବିଜେଡ଼ି ଦଳ ର ଦୁର୍ନୀତି ଓ ପିସି କାରବାର କୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ଙ୍କ ଉପରେ ବର୍ଷୀ ଥିଲେ ଧର୍ମେନ୍ଦ୍ର।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ପ୍ରାୟ ୪ ହଜାର ଜନସାଧାରଣ ଯୋଗଦେଇଥିଲେ ଏହି ବିଜୟ ସଂକଳ୍ପ ସଭା ରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ