କେନ୍ଦ୍ରାଚଂଳ ଡିଆଇଜିଙ୍କ କେନ୍ଦ୍ରାପଡା ପରିଦର୍ଶନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାଚଂଳ ପୋଲିସ ଡିଆଇଜି ଆଶିଷ କୁମାର ସିଂ ଆଜି କେନ୍ଦ୍ରାପଡା ପରିଦର୍ଶନରେ ଆସିଥିଲେ । ସେ କରୋନା ଭୂତାଣୁ ସଂକ୍ରମଣ ସମୟରେ କୋଭିଡ – ୧୯ ସମ୍ପର୍କିତ ସରକାରଙ୍କ ଆଇନର ପାଳନ ଓ ସେହି ଆଇନକୁ ଉଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ପୋଲିସର ପଦକ୍ଷେପ, ଦେଶ ଓ ରାଜ୍ୟ ବାହାରୁ ଜିଲ୍ଲାକୁ ଆସିଥିବା ଲୋକମାନେ ପଞ୍ଜିକରଣ କରାଯିବା ଓ ସେମାନେ ଆଇସୋଲେସନରେ ରହୁଛନ୍ତି କି ନାହିଁ ସେ ସମ୍ପର୍କରେ ସମୀକ୍ଷା କରିଥିବା ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ