କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗରେ ବିକ୍ଷୋଭ

ଚୌଦ୍ୱାର, (ଦୀପକ କୁମାର ବେଉରା):କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଅଖିଳ ଭାରତୀୟ ଗଣତାର୍ନ୍ତିକ ମହିଳା ସମିତି ଟାଙ୍ଗି-ଚୌଦ୍ବାର ବ୍ଲକ କମିଟି ତରଫରୁବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରଯାଇଥିଲା । କମିଟି ସଭାନେତ୍ରି ମମତା ସାହୁ ଙ୍କ ସଭାପତିତ୍ବରେ ସଭାରେ ରାଜ୍ୟ ନେତ୍ରୀ ପୁଷ୍ପା ଦାଶ ବର୍ଷା ପ୍ରିୟ ଦର୍ଶିନି ଙ୍କୁ ନ୍ୟାୟ ଓ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ରାଜ୍ୟ ସରକାର ମହିଳାଙ୍କ ସମ୍ମାନ କରୁଥିବା ପ୍ରଚାର କରୁଥିଲା ବେଳେ ବର୍ଷା ଙ୍କୁ ନ୍ୟାୟ ପ୍ରଦାନ କରିବାରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମାନ ମଣିନାୟକ, ଜୟନ୍ତି ଗାଗରାଇ,ଜୋସ୍ନାମୟୂୀ ସାହୁ,ଚଞ୍ଚଳା ସାହୁ,ରେବତୀ ସ୍ବାଇଁ,କୁନି ସିଙ୍କୁ,କଣ୍ଡେଇ ହେମ୍ବ୍ରମ୍ ପ୍ରମୁଖ ଏହି ବିକ୍ଷୋଭର ନେତ୍ରୁତ୍ବ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ