କେନ୍ଦ୍ରାପଡା ଜିଲ୍ଲାରେ ୨୭ କରୋନା ପଜିଟିଭ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଜିଲ୍ଲାରେ ବୁଧବାର ୩୭ଜଣ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ୨୭ଜଣ କରୋନା ପଜିଟିଭ ବାହାରିଛନ୍ତି । ଆଜି ବାହାରିଥିବା ପଜିଟିଭ କେଶ ମଧ୍ୟରୁ ଆଳି ବ୍ଲକର ୬ଜଣ,କେନ୍ଦ୍ରାପଡା ବ୍ଲକର ୭ଜଣ,କେନ୍ଦ୍ରାପଡା ପୈାରାଚଂଳରେ ଜଣେ ମହାକାଳପଡା ବ୍ଲକରେ ୨ଜଣ,ପଟ୍ଟାମୁଣ୍ଡାଇ ବ୍ଲକରେ ୨ଜଣ,ଡେରାବିଶି ବ୍ଲକରେ ୬ଜଣ,ରାଜକନିକା ବ୍ଲକରେ ୨ଜଣ ଓ ରାଜନଗର ବ୍ଲକରେ ଜଣେ । ଆଳିର ତେଲେଙ୍ଗାନାରୁ ଫେରିଥିବା ୨ଜଣ,ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୩ଜଣ ଓ ଗୋଟିଏ ଲୋକାଲ କେଶ ଥିବା ବେଳେ କେନ୍ଦ୍ରାପଡା ବ୍ଲକର ଡାମନ ଓ ଡିୟୁରୁ ଫେରିଥିବା ଜଣେ,ତେଲେଙ୍ଗାନାରୁ ଫେରିଥିବା ୨ଜଣ,ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୩ଜଣ ଓ ଭୂବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ,କେନ୍ଦ୍ରାପଡା ପୋରାଚଂଳର ଜଣକ ଲୋକାଲ କେଶ ହୋଇଥିବା ବେଳେ ମହାକାଳପଡା ବ୍ଲକର ଜଣେ କର୍ଣ୍ଣାଟକ ଓ ଅନ୍ୟ ଜଣେ ତେଲେଙ୍ଗାନା ଫେରନ୍ତା । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ କର୍ଣ୍ଣାଟକ ଫେରନ୍ତା ହୋଇଥିବା ବେଳେ ଡେରାବିଶି ବ୍ଲକର ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୫ଜଣ ଓ ଭୂବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ,ରାଜକନିକା ବ୍ଲକର ୨ଜଣଙ୍କ ମଧ୍ୟରୁ ତେଲେଙ୍ଗାନା ଫେରନ୍ତା ଜଣେ ଓ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏବଂ ରାଜନଗର ବ୍ଲକର ଭୂବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
କପାଳେଶ୍ୱର ପଂଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ