କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଙ୍କ ପରଲୋକ
କେରଳର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର (ଏମମ) ଅଧ୍ୟକ୍ଷ କେଏମମ ମାଣିକଙ୍କ ୮୬ ବର୍ଷ ବୟସରେ ଘରୋଇ ହସପ୍ଟିଟାଲରେ ପରଲୋକ ହୋଇଯାଉଛି । ସେ ଶ୍ୱାସ ଜନିତ ସମସ୍ୟା କାରଣରୁ ଛାତିରେ ସଂକ୍ରମିତ ହୋଇଯାଇଥିଲା । ସେ ତାଙ୍କ ଜୀବନ କ।।ଳରେ କେରଳ ଅର୍ଥମନ୍ତ୍ରୀ ଭାବେ ୧୩ ଥର ସେ ବିଧାନସଭାରେ ବଜେଟ ଉପସ୍ଥାପନା କରିଥିଲେ । ଏହା ସହ ତାଙ୍କ ରାଜନୈତିକ ଜୀବନରେ ସେ ବିରଳ କାର୍ଯ୍ୟ କରି ରେକର୍ଡ କରିଛନ୍ତିି । କେରଳ ବିଧାନସଭାରେ ସେ ୫୨ ବର୍ଷ କାର୍ଯ୍ୟରତ ଥିଲେ । ତାଙ୍କ ପରଲୋକରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିଛନ୍ତି ।


