କ୍ରିମିନାଲ ଲ ସଂଶୋଧନ ରେ ପରିବର୍ତ୍ତନ ଆଣିଲେ ଆନ୍ଧ୍ରସରକାର

ହାଇଦ୍ରାବାଦ- ଦେଶରେ ବଢିଚାଲିଥିବା ଦୁଷ୍ମର୍ମକୁ ଆଖିଆଗରେ ଆନ୍ଧ୍ରପ୍ରଦେଶ ସରକାର ନୂଆ ଆଇନ୍ ଆଜି ବିଧାନସଭାରେ ପାରିତ କରିଛନ୍ତି ।ଏଣିକି ଦୁଷ୍ମର୍ମକାରୀଙ୍କୁ ଆଉ ମାଫ୍ କରାଯିବନି ମିଳିକ ୨୧ ଦିନରେ ଦଣ୍ଡ ଏହି ଭଳି ଏକ ବିଧେୟକ ଆଜି ରାଜ୍ୟବିଧାନସଭାରେ ପାରିତ କରିଛନ୍ତି ଜଗନମୋହନ ସରକାର ଏହା ସହ କ୍ରିମିନାଲ ଲ’ (ସଂଶୋଧନ) ଆଇନ୍କୁ ଆଜି ଆନ୍ଧ୍ରପ୍ରଦେଶ ବିଧାନସଭା ମଞ୍ଜୁର କରିଦେଇଛି । ଏହି ନୂତନ ବିଲ୍ ଆନ୍ଧ୍ରପ୍ରଦେଶ ବିଧାନସଭାର ମଞ୍ଜୁରି ପାଇଯିବା ପରେ ଏଣିକି ଆନ୍ଧ୍ରପ୍ରଦେଶରେ ଦୁଷ୍କର୍ମ ବା ଗଣଦୁଷ୍କର୍ମ ଅପରାଧରେ ସଂପୃକ୍ତ ଥାଇ ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧୀମାନଙ୍କୁ ଏଣିକି ମାତ୍ର ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ