ଗଜପତି ଜିଲ୍ଲା ରେ ଘଟିଛି ଲଜ୍ୟା ଜନକ ଘଟଣା ୧୫ ବର୍ଷିୟା ଝିଅକୁ ଦୁଷ୍କର୍ମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ରେ ଘଟିଛି ଏକ ଲଜ୍ୟା ଜନକ ଘଟଣା। ଆନୁମାନିକ ୧୫ ବର୍ଷିୟା ଝିଅକୁ ଦୁଷ୍କର୍ମ କରିଥିବା ନେଇ ଗୁରାଣ୍ଡି ଅଭିଯୋଗ।କେସ୍ ନଂ ୧୯/୨୪ ରେ ମାମଲା ରୁଜୁ ।ଘଟଣା ସ୍ଥଳରେ ଜଣକୁ ସନ୍ଦେହ ଜନକ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି।ଅଭିଯୋଗ ପରେ ବର୍ତମାନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ମାଇନର ଟେଷ୍ଟ୍ ପାଇଁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ