ଗଞ୍ଜାମ ଜିଲ୍ଲାକୁ ମିଳିଲା ୬ ଜାତୀୟ ପଂଚାୟତ ଆୱାର୍ଡ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାକୁ ୬ ଟି ଜାତୀୟ ପଂଚାୟତ ଆୱାର୍ଡ – ୨୦୨୨ ମିଳିଛି । ସେଥି ମଧ୍ୟରୁ ହିଞ୍ଜିଳି, ବ୍ଲକ, ଶେରଗଡ, ବ୍ଲକ, ସାରୁ ଓ କେଲୁୁଆପଲ୍ଲୀ ଗ୍ରାମ ପଂଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ଆୱାର୍ଡ ମିଳିଥିବା ବେଳେ କାଇଁଚପୁର ଗ୍ରାମ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମ ପଂଚାୟତ ଆୱାର୍ଡ ଏବଂ ମହୁପଦର ଗ୍ରାମ ପଂଚାୟତକୁ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ମିଳିଛି । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଟିମ୍ କୁ ଏହାର ଶ୍ରେୟ ଦେବା ସହ ଶୁଭେଚ୍ଛା ଜଣାଇ ଟୁଇଟ କରିଛନ୍ତି । ସେହିପରି ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ