ଗାଙ୍ଗପୁର ପୋଲିସର ହେଲମେଟ୍ ଚେକିଂ ,୧୪,୫୦୦ ଜୋରିମାନା

ଗାଙ୍ଗପୁର,(ଯୁଗାବ୍ଦ ନୁ୍ୟଜ୍) : ଗାଙ୍ଗପୁର ପୋଲିସ ତରଫରୁ ଆଜି ସହରର ବିଭିନ୍ନ ସ୍ଥାନର ହେଲମେଟ୍ ଚେକିଂ କରାଯାଇ ୨୯ ଜଣଙ୍କ ଠାରୁ ନଗଦ୍ ୧୪,୫୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏହି ଚେକିଂ ସହରର ସକାଳ ୪ ଠାରୁ ୬.୩୦ ପର୍ଯ୍ୟନ୍ତ ପକ୍ରିୟା ଯାଞ୍ଚ କରାଯାଇଛି । ଏହା ସହ ମୋଟର ସାଇକେଲ ଯାତ୍ରୀ ମାନଙ୍କୁ ମୋଟର ସାଇକେଲ ଆକ୍ଟ ଉପରେ ସଚେତନ କରାଯାଇଥିଲା । ଏହି ଯାଞ୍ଚ ରେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ, ଏ.ଏସ୍ ଆଇ ଆରକେ ସାହୁ .ଏସ୍.ଆଇ ସତ୍ୟଜିତ ବେଣିଆ , ସମେତ ପୋଲିସ ଷ୍ଟାପ୍ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ