ଗୁଗଲ ପକ୍ଷରୁ ସଚେତନତା
ଭ।ରତୀୟ ଗଣତନ୍ତ୍ରର ମହ।ପର୍ବ ’ଲୋକସଭ। ନିର୍ବ।ଚନ’କୁ ସମ୍ମ।ନ ଜଣ।ଇ ଗୁଗଲ ସଚେତନତ। ବ।ର୍ତ୍ତ। ଜ।ରି କରିଛି । ଗୁଗଲ ପକ୍ଷରୁ ଡୁଡଲ ପ୍ରସ୍ତୁତ କର।ଯ।ଇଛି । ଲୋକସଭ। ନିର୍ବ।ଚନ ପ।ଇଁ ଗୁରୁବ।ର ପ୍ରଥମ ପର୍ଯ୍ୟ।ୟରେ ମତଦ।ନ ଜ।ରି ରହିଛି । ସ।ତଟି ପର୍ଯ୍ୟ।ୟରେ ହେବ।କୁ ନିର୍ବ।ଚନର ପ୍ରଥମ ପର୍ଯ୍ୟ।ୟରେ ଆଜି ୨୦ଟି ର।ଜ୍ୟ ଓ କେନ୍ଦ୍ର ଶ।ସିତ ଅଚଂଳରେ ମତଦ।ନ ସକ।ଳ ୭ଟ।ରୁ ଆମ୍ଭ ହୋଇ ଯ।ଇଥିବ। ବେଳେ ସନ୍ଧ୍ୟ। ୫ଟ। ଯ।ଏଁ ଜ।ରି ରହିବ । ମ।ତ୍ର ଅତି ସମ୍ବେଦଶୀଳ ଅଂଚଳରେ ଅପର।ହ୍ଣ ୩ଟ। ଓ ସମ୍ବେଦନଶୀଳ ଅଂଚଳରେ ଅପର।ହ୍ଣ ୪ଟ। ଯ।ଏଁ ମତଦ।ନ ଜ।ରି ରହିବ । ଏହି ଅବସରରେ ଗୁଗଲ ଡୁଡଲ ପ୍ରସ୍ତୁତ କରି ମତଦ।ତ।ଙ୍କୁ ମତଦ।ନ କରିବ।କୁ ସନ୍ଦେଶ ଦେଇଛି।


