ଗୁଗୁଲ ଡୁଡୁଲରେ ହଲିଡେ ୨୦୧୯

ଆରମ୍ଭ ହୋଇଯାଇଛି ଖ୍ରୀଷ୍ଟମାସ ହଲିଡେ  । ଖ୍ରିଷ୍ଟମାସ ପୁର୍ବରୁ ଆଜି ଗୁଗଲ ତାର ଡୁଡଲ  ସାହାର୍ଯ୍ୟରେ ଏନିମେସନ ତିଆରି କରି   ସମଗ୍ର ବିଶ୍ବ ବାସୀଙ୍କୁ  ହାପି ହଲିଡେ ୨୦୧୯ ୱିସ କରିଛି  । ଆମେରିକାରେ  ହଲିଡେ ସିଜନ  ଥ୍ୟାଙ୍କସବିଙ୍ଗ ଠାରୁ ନ୍ୟୁଇୟର ପର୍ଯ୍ୟନ୍ତ ହେଉଥିବାବେଳେ  ଏହାକୁ ଖ୍ରିଷ୍ଟମାସ ସିଜନ କୁହାଯାଇଥାଏ  ।  ତେବେ ଏହି ଅବସରରେ  ଗୁଗଲ  ଡୁଡଲ  ତିଆରି କରିଛି , ଯାହା ସୁନ୍ଦର ଓ ଲୋଭନୀୟ ଅଟେ  । ସୁଚନାଯୋଗ୍ୟ , ଗୁଗୁଲ  ଖାସ ଦିନ ମାନଙ୍କରେ ସର୍ବଦା ନିଜର ଡୁଡୁଲ ମାଧ୍ୟମରେ ଯୁଜର୍ସ ମାନଙ୍କୁ  ଶୁଭାମନା ଜଣାଇଥାଏ  । ତେବେ ନ୍ୟୁ ଇୟର ପାଇଁ ଗୁଗଲ ଏକ ଆନିମେସନ ସିରିଜ ପ୍ରସ୍ତୁତ କରି  ୟୁଜର୍ସ ମାନଙ୍କୁ ଶୁଭେଚ୍ଛା ଜଣଆଇବା ପାଇଁ ପ୍ରୟାସ କରିଥିବା ସୁଚନା ମିଳିଛି  । ଆଜି ଗୁଗୁଲର ଗୋଟିଏ  ” o “କୁ  କ୍ୟାମ୍ପେନ ଆକାରରେ ଦେଖାଇଛି  । ଏହି ଏନିମେସନ  ଲଗାତାର ଘୁରୁଥିବାବେଳେ ଏଥି ମଧ୍ୟରେ କ୍ରିଷ୍ଟମାସ ଟ୍ରୀ ଦେଖାଯାଇଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ