ଗୁଳୁଗୁଳି ରେ ସିଜୁଛି ସାରା ଓଡିଶା ୩୦ ରୁ ବର୍ଷା
ରାଜ୍ୟରେ ଅସହ୍ୟ ଗରମ ପରେ ବହୁତ ଦିନ ପରେ ପାଗ ର ପରିବର୍ତ୍ତନ ଦେଖିବାକୁ ମିଳିଛି । ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ଓଡିଷାରେ ସକ୍ରିୟ ହୋଇଛି ମୈସୁମୀ ଆସନ୍ତା ୩୦ ରୁ ୨ ଯାଏଁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ବାବନା ରହଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆପଡା , ସୋନପୁର ଗଞ୍ଜାମ , ଯାଜପୁର , ଭଦ୍ରକ , ବାଲେଶ୍ୱର , କଟକ , ଖୋର୍ଦ୍ଧା , କନ୍ଧମାଳ , ପୁରୀ , ଗଜପତି , ରାୟଗଡା , କୋରାପୁଟ , କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ର ପରିମାଣ ଅଧିକ ରହିବ ବୋଲି ସୂଚନା ମିଳିଛି ।