ସ୍ମାର୍ଟ ସିଟିର ସ୍ମାର୍ଟ କମିଶନର

ଭୁବନେଶ୍ୱର ,  (ଯୁଗାବ୍ଦ ନ୍ୟୁଜ) ଗଂଜାମ ଓ କେନ୍ଦ୍ରାପଡା ଜିଲ୍ଲାପାଳର ଦାୟିତ୍ୱ ତୁଲାଇବାପରେ ଏବେ ସ୍ମାଟସିଟିର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯୁବ ଆଇଏସ ଅଫିସର ପ୍ରେମ ଚାନ୍ଦ ଚୌଧୁରୀ । ନୂଆ ଆଶା ନୂଆ ଉଦ୍ଦିପନା ନେଇ ଭୁବନେଶ୍ୱରକୁ କିଭଳି ଭାବେ ସାରା ବିଶ୍ୱରେ ପରିଚିତ କରାଇବେ ସେନେଇ ସେ ରୋଡ ମ୍ୟାପ ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ଅନ୍ୟପଟେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲେ ମଧ୍ୟ ଅସରାଏ ବର୍ଷାରେ ରାଜଧାନୀରେ କୃତିମ ବନ୍ୟା ସୃଷ୍ଟି ହୋଇଥାଏ । ଏହା ଉପରେ ମୁଖତଃ ଫୋକସ କରାଯିବ । ତା ସହିତ ନିକଟରେ ସାମୁôଦଦ୍ରିକ ଝଡ ଫୋନି ଦ୍ୱାରା ଭୁବନେଶ୍ୱର ବହୁତ କ୍ଷତିଗ୍ରସ୍ତ ହୋଇଥିଲା । କିଭଳି ଭାବେ ଏହାର ଚତୁପାର୍ଶକୁ ପୁଣିଥରେ ଗଢିତୋଳାଯିବ ସେନେଇ ଚିନ୍ତା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ