ଗୋପାଳପୁର ଭାରତୀୟ ଜନତା ପାର୍ଟିର ମୋ ବୁଥ୍ ସବୁଠୁ ମଜବୁତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋପାଳପୁର, (ରମେଶ କୁମାର ସାହୁ):ଗୋପାଳପୁର ତଟାମ୍ମା ମନ୍ଦିର ପରିସର ମଧ୍ୟରେ ଗୋପାଳପୁର ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ପଞ୍ଚୁ ବେହେରାଙ୍କ ଅଧ୍ୟକ୍ଷତାରେ ମୋ ବୁଥ୍ ସବୁଠୁ ମଜବୁତ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବୁଥ୍ କମିଟି କରିବା ସହ ସମସ୍ତ ବୁଥ୍ କମିଟିକୁ ମଜବୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ୩୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ଡାଇରେକ୍ଟ କଥା ବାର୍ତ୍ତା ହେବା କାର୍ଯ୍ୟକ୍ରମ ଟିଭି ମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା, ମଣ୍ଡଳ ସଭାପତି ପଞ୍ଚୁ ବେହେରା, ଡଃ ସୁବାଷ ସାହୁ, ରାମାରାଓ,ଜୁବ ମୋର୍ଚ୍ଚା ସଭାପତି G.ନାରାୟଣ,ମହିଳା ମୋର୍ଚ୍ଚା ସଭାପତି N. ଭୁଲକ୍ଷ୍ମୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ