ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ଗଞ୍ଜାମ ସହରରେ ବିସୋଧକ ସ୍ପ୍ରେ

ଗଂଜାମ:କରୋନା ଭାଇରସକୁ ଦୃଷ୍ଟିରେ ରଖି ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ଅଗ୍ନିଶମ ବିଭାଗ ସହଯୋଗ ଗଞ୍ଜାମ ସହରରେ ଏନଏସି ଅଫିସ, ସରକାରୀ ମେଡିକାଲ,, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରାସ୍ତାଘଟ, ମନ୍ଦିର ରେ ଏହା ସ୍ପ୍ରେ କରାଯାଇଛି ।ଏହା ଦ୍ୱାରା ବିଭିନ୍ନ ପ୍ରକାର ଭୁତାଣୁ ମାରିବା ପାଇଁ ବିଶୋଧନ କରାଯାଉଥିବା ଗ୍ରାସୀମ ଇଣ୍ଡୋଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି କହିବା ସହ ଆସନ୍ତା କାଲି ମଧ୍ୟ ଗଞ୍ଜାମ ସହରରେ ଏହି ସ୍ପ୍ରେ କାର୍ଯ୍ୟ ଚାଲୁରହିବ। ପୂର୍ବରୁ ବ୍ରହ୍ମପୁର ମୁନସିପାଲଟି, ଛତ୍ରପୁର ଏନଏସି ରେ ସ୍ପ୍ରେ କରାଯାଇଛି । କମ୍ପାନୀ ର ସିଏସଆର ଯୋଜନାରେ ଏହା କରାଯିବା ସହ ଆଗାମୀ ଦିନରେ ଯୁ ଏନଏସି କହିବେ ସେଠାରେ ସ୍ପ୍ରେ କରାଯିବ ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ