ଘରେ ରହି ଇଦ୍ ପାଳିବାକୁ ନିବେଦନ କଲେ ପୂର୍ବତନ ୱାକ୍‌ଫ ବୋର୍ଡ ସଦସ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ସୋମବାର ସାରା ଦେଶରେ ଇଦୁଲଫିଦର ପାଳନ ହେବାକୁ ଯାଉଛି । ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଏବଂ ନିରାଡମ୍ବର ଭାବେ ଘରେ ରହି ଇଦ୍ ପାଳନ କରିବାକୁ ପୂର୍ବତନ ୱାକ୍‌ଫ ବୋର୍ଡ ସଦସ୍ୟ ସେକ୍ ଜଲାଲଉଦ୍ଦୀନ ସମସ୍ତ ମୁସଲମାନ ଭାଇଭଉଣୀ ମାନଙ୍କୁ ନିବେଦନ କରିଛନ୍ତି । ଏଥିସହିତ ସମସ୍ତ ଜନସାଧାରଣ, ବନ୍ଧୁ ଓ ଶୁଭେଚ୍ଛୁ ମାନଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ