ଘାଟିରେ ଗୁଳିବିନିମୟ ୧ ଆତଙ୍କବାଦୀ ମୃତ

ଜାମ୍ମୁକାଶ୍ମୀର କିଛି ଦିନ ନିରବ ରହିବା ପରେ ପୁଣି ଗର୍ଜି ଉଠିଛି ସୁରକ୍ଷାବାହିନୀଙ୍କ ବନ୍ଧୁକ ଆତଙ୍କବାଦୀ ମାନଙ୍କ ଗୁଳୁବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଗୁଳିବିନିମୟରେ ଜଣେ ପୋଲିସ ଅଫିସର ସହିଦ ହେବା ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ସହିଦ୍ ପୋଲିସ କର୍ମି ଙ୍କ ନାଁ ହେଉଛି ବିଲାଲ୍ । ଗୁରୁତର ଅମରଦୀପ ପରିହାର ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ