ଚତୁର୍ଥ ପର୍ଯ୍ୟାୟ ନାମାଙ୍କନର ଶେଷ ଦିନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟବିଧାନସଭା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ । ଚମ୍ପୁଆ ଅଞ୍ଚଳରୁ ସ୍ୱାଧିନ ବିଧାୟକ ସନାତନ ମହାଙ୍କୁଡଙ୍କ ଅନୁଗତ ମିନାକ୍ଷୀ ମହାନ୍ତି ମିନାକ୍ଷୀ ମହାନ୍ତି , କଂଗ୍ରେସ ଦଳ ପକ୍ଷରୁ ବିଜେପିର ମୁରଲି ମନୋହର ଶର୍ମା ଓ ସ୍ୱାଧିନ ଦୁଇ ଜଶଙ୍କ ସମେତ ଆଶାୟୀ ପ୍ରାର୍ଥୀ ଶ୍ରୀମନ୍ତ ତ୍ରୀପାଠି ଉପଜିଲ୍ଳାପାଳ କାର୍ଯ୍ୟାଳ୍ରରେ ଦାଖଲ କରିଥିଲେ । ସମସ୍ତ ପ୍ରାର୍ଥୀ ବିରାଟ ପଟୁଆର କରି ବାଜା ,ଶଙ୍ଖ ,ମହୁରୀ ବଜାଇ ଶହ ଶହ ସମର୍ଥକ ସହ ଆସି ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ