ଚଳନ୍ତା ଟ୍ରକରେ ନିଆଁ ଲାଗି ଜଳିଗଲା 

ଅନୁଗୋଳ : ଅନୁଗୁଳ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ୫୫ ପଞ୍ଚମହଲା ସ୍ପିଡ ବ୍ରେକର଼ ପାର ହେଉଥିବା ସମୟରେ ସମ୍ବଲପୁର ରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରକ ରେ ହଠାତ ନିଆଁ ଲାଗିଯାଇଥିଲା ଓ ଚାଳକ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଗାଡିରୁ ଡେଇଁ ପଡିବାରୁ ସୌଭାଗ୍ୟବସତ ବଞ୍ଚି ଯାଇଛି।ନିଆଁ ଲାଗିବାର ପ୍ରକୃତ କାରଣ ଏ ଯାଏ ଜଣା ପଡ଼ିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ