ଚାରିଟେବୁଲ ଟ୍ରଷ୍ଠ ପକ୍ଷରୁ ରେସୱା ଅନ୍ତବାସୀଙ୍କୁ କମ୍ବଳ ବଂଟନ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସହରର ବଡହାଟସ୍ଥିତ ଶ୍ରୀମତୀଦେବୀ ଓ ବାଞ୍ଛାନିଧିଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର(କମ୍ବଳ) ବଂଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସ ଏବଂ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି ଯୋଗଦେଇ ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ କମ୍ବଳ ବଂଟନ କରିଥିଲେ । ସ୍ୱଧାର ଗୃହର ତତ୍ୱାବଧାରିକା ମୀନତୀ ମହାରଣା ସେଠାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ