ଚାରି ଗଞ୍ଜେଇ ଚାଲାଣ କାରୀ ଗିରଫ

ମାଲକାନଗିରି ,( ଯୁଗାବ୍ଦ ନ୍ୟୁଜ୍) : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଷ୍ଟେସନ ଓ ମୁଦୁଲିପଡା ପୋଲିସ ର ମିଳିତ ଚଢାଉରେ ପୋଲିସକୁ ମିଳିଛି ବଡଧରଣର ସଫଳତା । ୨୫୮ କେଜି ଗଞ୍ଜେଇ ଚାଲାଣ ହେଲାବେଳେ ପୋଲିସ ହାତରେ ଧରାପଡିଛନ୍ତି ୪ ଅଭିଯୁକ୍ତ । ଅଭିଯୁକ୍ତ ମାନଙ୍କ ଠାରୁ ଗଞ୍ଜେଇ ଜବତ କରିବା ସହ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ