ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ୩ୟ ବାର୍ଷିକ ଉତ୍ସବ
( ଯୁଗାବ୍ଦ ନ୍ୟୁଜ) ପାଟପୁର ର ଶ୍ରୀ ଚିଦାନନ୍ଦ ସତସଙ୍ଗ କେନ୍ଦ୍ର ର ୩ୟ ବାର୍ଷିକ ଉତ୍ସବ ଉପଲକ୍ଷେ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ର ତୃତୀୟ ଦିନ ସନ୍ଧ୍ୟାରେ ପାରଦତା ବ୍ୟାସ ଗୋପାଳ ଚନ୍ଦ୍ର ସାବତ ଓ ପ୍ରବଚୀକା ଶ୍ରୀମତି ପ୍ରଭାତୀ ରଥ ଭାଗବତ ସାରତତ୍ତ୍ୱ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ ର ବହୁ ଭାଇ ଭଉଣୀ ଙ୍କ ସମେତ ବହୁ ଭକ୍ତ ମାନେ ଉପସ୍ଥିତ ଥିଲେ ।


