ଜାତିଆଣ ଆକ୍ଷେପ କରି ଗଣ୍ଡଗୋଳ :ବାପ, ପୁଅ ଫେରାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ଥାନା ଅଞ୍ଚଳ ର କୀଡୀଗାଁ ଗ୍ରାମ ଜାତିଆଣ ଆକ୍ଷେପ କରି ଗଣ୍ଡଗୋଳ କରି ବାପ ପୁଅ ଫେରାର ହୋଇଥିବା ଜଣା ପଡ଼ିଛି | ଘାଟଣ ରୁ ଜଣା ପଡିଛିକି, କୀଡୀଗାଁ ଗ୍ରାମ ର ଜଣେ ମହିଳା ହରିଜନ ଶ୍ରେଣୀ ର ଗାଈ ଚୋରାଇ ନିଜ ଜୀବିକା କରିଥିଲେ | ଗାଈ ଜଗିବା ବାବଦ କୁ ସେହି ଗ୍ରାମ ର କଡ଼ଗଲା ସଂଜୀବ ଙ୍କ ଘର କୁ ଯାଇ ପଇସା ମାଗିବାରୁ ସେ ଓ ତାଙ୍କ ପୁଅ ତବିଟି ନାଇଡ଼ୁ ଜାତିଆଣ ଗାଳି ଗୁଲଜ କରିବା ଓ ମାର ପିଟ କରିବା ଅଭିଯୋଗ ରେ କାଶୀନଗର ପୋଲିସ ଏମ ମକାଧାମା କେଶ ନମ୍ବର.୧୧୩/୨୨ ରେ ଏତ୍ରୋସିଟି ଧାରା ରେ କେଶ କରି ତଦନ୍ତ୍ବକରୁଛି |ଓ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି |


