ଜିଲ୍ଲାପାଳ ଅଫିସକୁ ୍ର ଆସିଲେ ଅପହ ୃୃତା ବିଡିଓ

ବଲାଙ୍ଗିର (ଯୁଗାବ୍ଦ ନ୍ୟୁଜ ) : ଅପହୃତ ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଚାଲି ଚାଲି ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଛନ୍ତି। ସେଠାରେ ତାଙ୍କ ସହ ଜିଲ୍ଲାପାଳ ଓ ଏସ୍ପି ଆଲୋଚନା କରୁଛନ୍ତି। କିଏ କଣପାଇଁ ଅପହରଣ କରିଛି ତାହା ଧରିପଡିନାହିଁ । । ୮ରୁ୧୦ ଜଣ ଯୁବକ ଏକ ସ୍କର୍ପିଓରେ ଆସି ବ୍ଲକ ଅଫିସରେ ପଶି ବିଡିଓଙ୍କୁ ଅପହରଣ କରିଥିଲେ ।ତେବେ ଠିକା କାମକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ଥାନାରେ ପହଞ୍ଚିଲା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ