ଜିଲ୍ଲାରେ ୧୦ଜଣ ନୂତନ କରୋନା ପଜିଟିଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ୧୦ଜଣ ନୂତନ କରୋନା ପଜିଟିଭ ବାହାରିଥିବା ଜଣାପଡିଛି ।ଏହାକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ମୋଟ ୭୧ ହୋଇଛି । ଜିଲ୍ଲାର ପେଣ୍ଠପାଳ ପଂଚାୟତ ଓ ମାର୍ଶାଘାଇ ବ୍ଲକର ମାର୍ଶାଘାଇ ପଂଚାୟତରେ କରୋନା ପଜିଟିଭ ବାହାରିବା ପରେ ସଂପୃକ୍ତ ଅଚଂଳକୁ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ