ଟସ ଜିତିଲା କେକେଆର

ଆଇପିଏଲ କ୍ରିକେଟ ଖେଳ ୧୭ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜସ ବ୍ୟାଙ୍ଗଲୋର ଓ କଲୋକତା ମଧ୍ୟରେ କ୍ରିକେଟ ଜୋରଦାର ଲଢେଇ ହେବ । ଏହି ଏଢେଇରେ ପ୍ରଥମେ ଦନେଶ କାର୍ତ୍ତକ ଟସ୍ ଜିତି ଫିଲ୍ଡ କରିବାକୁ ନିଷ୍ପତ୍ତ ୟନେଇଛି ।କୋହିଲିଙ୍କ ନେତ୍ୟତ୍ୱାଧିନ ଆରସିବି ପ୍ରଥମେ ବ୍ୟାଟଂ କରିବେ । ଆଇପିଏଲ ପାଇଁ ଚଳଚଞ୍ଚଳ ଗ୍ରାମ ଠାରୁ ସହର । ଲଗାତାର ଭାବେ ୪ ଥର ପରାଜୟ ହାସଲ କରିଥିବା ଆରସିବି ଚୂଡାନ୍ତ ଦଳରେ କିଛି ଉନ୍ନତି ଆସିଛି । ଶିମରନ ହେଟମେୟରଙ୍କ ସ୍ଥାନରେ ଟିମ ସାଉଦି ଓ ଉମେଶ ଯାଦବଙ୍କ ସ୍ଥାନରେ ପବନ ନେଗୁଙ୍କୁ ସାମିଲ କରିଛି ଦଳ ।ସେହିପରି କେକେ ଆର ଦଳକୁ ସୁନିଲ ନରେନ ପ୍ରତ୍ୟାବର୍ତ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ