ଟାଟାସ୍କାଏ ପକ୍ଷରୁ ରୁମ୍ଟିଭିସର୍ଭିସ୍ ସେବାର ଶୁଭାରମ୍ଭ
ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ପକ୍ଷରୁ ରୁମ୍ଟିଭିସର୍ଭିସ୍ ନାମରେ ଏକ ନୁତନ ସେବାର ସୁଭାରମ୍ଭ କରିଛି ।ଯଉଁଥିରେ ଗୋଟେ କନେକସ୍ନରୁ ଏକାଧିକ ଟାଟାସ୍କାଏ କନେକ୍ସନ ନେଇଥିବା ଗ୍ରାହକ ମାନେ ନିଜ ମନ ପସନ୍ଦର ଚ୍ୟାନେଲ ବାଛିପାରିବେ ଏବଂ ଏହା ଖୁବ୍ ସହଯ ଓ ସୁବିଧା ମଧ୍ୟ ଏହି ନୁତନ ସେବା ଦ୍ୱାରା ପରିବାରର ପ୍ରତିଲୋକ ଯେକୌଣସି ନୁତନ ପ୍ୟାକ୍ ନେଇପାରିବେ ଏବଂ ତତ୍କ୍ଷଣାତ୍୍ ନିଜପସନ୍ଦ ଅନୁସାରେ ପ୍ୟାକ ମଧ୍ୟ ପରିବର୍ତନ କରିପାରିବେ । ଗ୍ରାହକ ମାନେ ଦ୍ୱିତୀୟକନେକ୍ସନ୍ ଦ୍ୱାରା କେବଳ ନିଜ ମନ ପସନ୍ଦର ବାଛିଥିବା ପ୍ୟାକ୍୍ ପାଇଁ ହିଁ ବିଲ୍ ପଇଠ କରିବେ ।ହେଲେ ସସ୍କ୍ରାଇବର ଆଇଡିସମାନ ରହିବ ।