ଟିଲୋ ପଞ୍ଚାୟତରେ ଜଳଛତ୍ର ଖୋଲିଲା

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ଗୁରବାର ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପକ୍ଷରୁ ଗଡଚଣ୍ଡି ପୀଠରେ ଜଳଛତ୍ର ଖୋଲାଯାଇଛି । ସ୍ଥାନୀୟ ସରପଞ୍ଚ ନିହାରିକା ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ସୁକାନ୍ତ ରାଉତ, ଗଣେଶ ରାଉତ, ଗୋବିନ୍ଦ ରାଜ, ବିପିନ ରାଉତ, ସୁରେନ୍ଦ୍ର ରାଜ ପ୍ରମୁଖ ସହାୟତା କରିଥିଲେ । ଏହି ଜଳଛତ୍ର ଖୋଲାଯିବା ଫଳରେ ଟିଲୋ-ଜାମବଣି ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ତଥା ଆଖାପାଖ ଅଞ୍ଚଳର ବାଟୋଇ ମାନେ ତୃଷ୍ଣା ମେଣ୍ଟାଇ ପାରିବେ ବୋଲି ସରପଞ୍ଚ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ