ଟ୍ରକ ସହ ସ୍କୁଟି ଧକ୍କା
ସ୍ଲଗ-(ଯୁଗାବ୍ଦ ନ୍ୟୁଜ)ବିଶୋଇ ବନ ବିଭାଗ ସମ୍ମୁଖରେ ଲୁହାପଥର ବୋଝେଇ ଟ୍ରକ ସହ ସ୍କୁଟି ଧକ୍କା ,ସ୍କୁଟି ଚାଳକ ମୃତରାଇରଙ୍ଗପୁର -ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବନ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ଲୁହାପଥର ବୋଝେଇ ଟ୍ରକ(ଆର ଜେ ୧୪୮ ଜେ ୫୧୨୦) ଏବଂ ସ୍କୁଟି (୦୯ ୧୧ ଏଚ୍ ୫୫୩୦) ଧକ୍କା ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ ।ଘଟଣାଟି ରାତି୧୦ଟା ପାଖାପାଖି ସମୟରେ ହେବ ।ଚାଳକର ନାମ କିସୁନ ମାରାଣ୍ଡି ପିତା ସାମାନ୍ୟ ମାରାଣ୍ଡି ,ଘର- ସାଗଯୋଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି