ଟ୍ରେନରେ ଲାଗିଲା ନିଆଁ

( ଯୁଗାବ୍ଦ ନ୍ୟୁଜ)ବୁଧବାର ସକାଳେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ପନବେଲ ଯାଉଥିବା ଟ୍ରେନ ଟିଓ୍ବାସି ରେଲଓ୍ବେ ଷ୍ଟେସନରେ ନିଆ ଲାଗିଥିଲା । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି। ତେବେ ନିଆଁକୁ ଆୟତ୍ତ କରିବାକୁ ଯାଇ ଷ୍ଟେଶନର ବିଜୁଳି କାଟି ଦିଆଯାଇଥିଲା। ଏହି ଦୁର୍ଘଟଣା କୁ ନଜରେ ରଖି ଟ୍ରେନ୍ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ