ଡେଙ୍ଗୁ ମେଲେରିଆ ପ୍ରତିରୋଧ କରିବା ପାଇଁ ରାସାୟନିକ ମଶାରୀ ବଣ୍ଟନ
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳରେ ୨୫୦ରୁ ଉର୍ଦ୍ଧ୍ବ ଗରିବ ବସ୍ତି ବାସିନ୍ଦାଙ୍କୁ ଡେଙ୍ଗୁ ମେଲେରିଆ ପ୍ରତିରୋଧ କରିବା ପାଇଁ ରାସାୟନିକ ମଶାରୀ ବଣ୍ଟନ କରିଛନ୍ତି। କାର୍ଯ୍ଯକ୍ରମରେ ସାଂସଦଙ୍କ ସହିତ ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମଣ୍ଡଳ ସଭାପତି ଗିରିଧରୀ ଦାସ, ଅଦୈତ୍ଯ କୁମାର ଦାସ, ବସନ୍ତ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ