ତପ୍ତପାଣିରେ ଘାଟିରେ ଟ୍ରକ ଓଲଟି ହେଲ୍ପର ମୃତ୍ୟୁ , ଡ୍ରାଇଭର ଫେରାର

ମୋହନା,(ଅଂଶୁମାନ ପଣ୍ଡା):ଗଂଞ୍ଜାମଜିଲ୍ଲା ପାଟପୁର ଥାନା ଅନ୍ତର୍ଗ୍ରତ ତପ୍ତପାଣି ମୁର୍ଗବିହାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟିଲା ଟ୍ରକ ଘଟଣା ସ୍ଥଳରେ ହେଲ୍ପର ମୃତ୍ୟୁ ହୋଇଯାଇଛି ଘଟଣା ରୁ ପ୍ରକାଶ ଦୀପହରେ ଏକ ଟ୍ରକଗାଡ଼ି ନଂ OD 0୭ U ୬୦୭୧ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ତପ୍ତପାଣି ନିକଟ ରାସ୍ତା କଡରେ ଓଲଟି ପଡିଥିଲା ଜା ଫଳରେ ହେଲ୍ପର ମୋନଜ ଗୌଡ଼.୨୨ଆଙ୍କରଡ଼ା ଗାଁର ଘଟଣା ସ୍ଥଳରେ ମୃତଘଟିଛି ଘଟଣାସ୍ଥଳରୁ ଗାଡ଼ି ଚାଳକ ଉକ୍ତ ଗାଁର କାଳୁ ଚରଣ ରାଉତ ଫେରାର ଥିବା ଜଣା ପଡ଼ିଛି ଘଟଣା ସ୍ଥଳରେ ପାଟପୁର ପୋଲିସି ପହଂଚି ଶବ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି ଅନ୍ୟପଟେ ଥାନା ଅଧିକାରୀ ଅଜୟ ବାରିକି ଏକ ମାମଲା ୯୫ ରେ ରୁଜୁ କରି ଅଧିକ ତଦନ୍ତ ଚାଲି ଥିବା କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ