ତହସିଲ ପକ୍ଷରୁ ଚାରି ମୋରମ ବୋଝେଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ
ଗଂଜାମ, (ଯୁଗାବ୍ଦ ନ୍ୟୁଜ) :କନିଷି ତହସିଲ ପକ୍ଷରୁ ଚାରି ମୋରମ ବୋଝେଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ କରାଯାଇ ଗୋଳନ୍ଥରା ଥାନାରେ ଜିମା ଦିଆଯାଇଛି l ଏ ସମ୍ପର୍କରେ ତହସିଲ ପକ୍ଷରୁ କୌଣସି ସୂଚନା ଦିଆ ଯାଉନି l ବାରମ୍ବାର ଫୋନ କଲେ ମଧ୍ୟ ତହସିଲଦାର ଫୋନ ରିସିଭ କରୁନାହାନ୍ତି l ନା ଅନ୍ୟ କିଛି କାରଣ ରହିଛି l ସୂଚନା ପ୍ରଦାନ କରାଯାଉନଥିବା ରୁ ସନ୍ଦେହ ସୃଷ୍ଟି କରୁଛି l