ତାନ୍ତ୍ରିକ ସହିତ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ପାଣିରେ ବୁଡାଇ ହତ୍ୟାକଲା ସ୍ୱାମୀ

ଅଲିଗଡ , ସ୍ୱାମୀ କୁ ଇହକାଳ ଓ ପରକାଳର ଦେବତା ବୋଲି କୁହାଯାଏ କିନ୍ତୁ ସ୍ୱାମୀ ଦେବତା ବଦଳରେ ପାଲଟିଛି ରାକ୍ଷସ । ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଟେକି ଦେବାକୁ ଟିକିଏ ବି ପଛାଇ ନାହିଁ ସ୍ୱାମୀ । ସ୍ତ୍ରୀ ପରପୁରୁଷ ତଥା ତାନ୍ତ୍ରୀକ ସହ ସଂମ୍ପର୍କ ରଖିବାକୁ ରୋକ ଠୋକ ମନା କରିବା ସହିତ ବାରଣ କରିବାରୁ ତାଙ୍କର ସ୍ୱାମୀ ନିଜର ପୁତ୍ର ଆଗରେ ନିଜ ସ୍ତ୍ରୀ କୁ ଅତି ନିର୍ମମ ଓ ନିଷ୍ଠୁର ଭାବେ ପାଣି ରେ ବୁଡାଇ ହତ୍ୟା କରିଛି । ଏହି ଭଳି ସଂଗୀନ ଅଭିଯୋଗ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମାନପାଲଙ୍କୁ ଗିରଫ କରିଥିବା ବେଳେ ତାନ୍ତ୍ରିକ ସନ୍ତଦାସ ଦୂର୍ଗା ଦାସ ନାମରେ ଏକାଧିକ ଅଭିଯୋଗ ରହିଥିବା ପୋଲିସ କହିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ