ଥାନାଅଧିକାରୀକୁଂ ସ୍ୱାଗତ କରି ଗୁହାରୀ କଲେ ମହିଳା
କୁକୁଡାଖଣ୍ଡି,( ହିମାଂଶୁ ପାଢୀ ) ; ସଦରଥାନାର ନୂତନ ଅଧିକାରୀ ସନ୍ତୋଷିନୀ ଓରାମ ଙ୍କୁ କୁକୁଡାଖଣ୍ଡି ବ୍ଲକର ନୂଆ ରାମଚନ୍ଦ୍ରପୁର ଗ୍ରାମର ମହିଳା ସଂଘର କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ମହିଳା ମାନକଂ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବାକୁ ଗୁହାରୀ କରିଛନ୍ତି । ଯୁବସଂଗଠକ ସଂଜୟ ମହାରଣା ଙ୍କ ନେତ୍ରୁତ୍ୱରେ ସଂଘର ସଭାପତି ବିଷ୍ନୁଦାସ ,ସଂପାଦକ ଜି.ପୁଷ୍ପା କଂ ସହ ଶତାଧିକ ମହିଳା ଉପସ୍ଥିତ ଥିଲେ। ଥାନା ଅଧିକାରୀ ମହିଳା ମାନକଂ ଗୁହାରୀ କୁ ଗୁିରୁତ୍ୱ ଦେଇ ଥାନା ରେ କାଯ୍ୟରତ୍ତ ଥିବା ପଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ସହ କରିବାକୁ ଏବଂ ମହିଳାକଂ ପ୍ରଥମିକତାକୁ ଗୁରୁତ୍ବ ଦେବାକୁ ପ୍ରତିଶ୍ରୃତି ବଦ୍ଧ ବୋଲି କହିଥିଲେ।ଅନ୍ୟମାନକଂ ମଧ୍ୟରେ ଏସଆଇ ବିଭୂତି ସେଠୀ,ସୁରେଶ ସାହୁ,ଉଷାରାଣୀ ଦାସ,ବାସନ୍ତି ବେହେରା,ଝୁନୁବାଳା ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।