ଥାନା ସମ୍ନାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ଯାଜପୁର,(ଯୁଗାଦ୍ଦ ନ୍ୟୁଜ) ଦିନ ଦ୍ୱିପ୍ରହରରେ ଥାନା ସମ୍ନାରୁ ଟଙ୍କା ଲୁଟ । ବୃଦ୍ଧଙ୍କ ଠାରୁ ୩.୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଯାଜପୁର ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ସମୟରେ ଘଟିଛି ଏଭଳି ଅଘଟଣ । ପୋଲିସର ତଦନ୍ତ ଆରମ୍ଭ । ବୃଦ୍ଧ ଜଣଙ୍କ ହେଲେ ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ରାସୋଇ ପଂଚାୟତ ବୃନ୍ଦାବନପୁର ର ରବି ନାରାୟଣ ରଥ । ସେ ଝିଅ ବାହାଘର ପାଇଁ ଟଙ୍କା ଉଠାଇବା କୁ ବ୍ୟାଙ୍କ ଆସିଥିଲେ ।


