ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ବିମଳ ପ୍ରସାଦ ଦାସ
ବୁଧବାର ରାଜ୍ୟ ମାନବାଧିକାର କମିଶନ ର ଅଧ୍ୟକ୍ଷ ଭାବେ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ଜବୁଧବାର ରାଜ୍ୟ ମାନବାଧିକାର କମିଶନ ର ଅଧ୍ୟକ୍ଷ ଭାବେ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ବିମଳ ପ୍ରସାଦ ଦାସ । ରାଜ୍ୟପାଳ ଙ୍କ ଅନୁମୋଦନ ପରେ ସେ ଏହି ଗୁରୁତ୍ୱ ପୂର୍ଣ୍ଣ ପଦପାଇଁ ନିଯୁକ୍ତି ହୋଇଥିଲେ । ଦାୟିତ୍ୱ ନେବା ପରେ ଜଷ୍ଟିସ ବିମଳ ପ୍ରସାଦ ଦାସ ନିଜର ପ୍ରଥମ ପ୍ରତିକ୍ରିୟା କହିଛନ୍ତି । ସ୍ୱଚ୍ଛତାକୁ ପ୍ରାଧାନ୍ୟ କୁ ପ୍ରାଥମିକତା ଦିଆଯିବ ।


