ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ
ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ। ଗସ୍ତରେ କରଞ୍ଜିଆ ନିର୍ବ।ଚନ ମଣ୍ଡଳୀର ପଣସଡିହ। ଖେଳପଡିଆ ରେ ଆୟୋଜିତ ଦଳୀୟ କ।ର୍ଯ୍ଯକ୍ରମରେ ଯୋଗ ଦେବ। ସହ ୩ୟ ପର୍ଯ୍ୟ।ୟ ସ।ଧ।ରଣ ନିର୍ବ।ଚନ ପ।ଇଁ ପ୍ରଚ।ର କରିଛନ୍ତି । କେନ୍ଦୁଝର ଲୋକସଭ। ଅଧିନରେ ଥିବ। କରଞ୍ଜିଆ ନିର୍ବ।ଚନମଣ୍ଡଳୀ ପ।ଇଁ ବିଜେଡି ର କେନ୍ଦୁଝର ଲୋକସଭ। ସ।ଂସଦ ପ୍ର।ର୍ଥିନୀ ଚନ୍ଦ୍ର।ଣୀ ମୁର୍ମୁ ଏବଂ କରଞ୍ଜିଆ ନିର୍ବ।ଚନମଣ୍ଡଳୀ ର ଦଳୀୟ ବିଧ।ୟକ ପ୍ର।ର୍ଥିନୀ ବ।ସନ୍ତୀ ହେମ୍ବ୍ରମ୍ ଙ୍କ ପ।ଇଁ ପ୍ରଚ।ର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କ।ର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲ। ସଭ।ପତି ଦେବ।ଶିଷ ମହ।ନ୍ତି ଙ୍କ ସମେତ ଅନ୍ୟ।ନ୍ୟ ନେତ। ମ।ନେ ଉପସ୍ଥିତ ଥିଲେ। ନିର୍ଦ୍ଧ।ରିତ ସମୟଠ।ରୁ ୪୦ ମିନିଟ୍ ବିଳମ୍ବରେ ହେଲିକପ୍ଟର ଯୋଗେ ପଣସଡିହ। ଖେଳପଡିଆ ରେ ଅବତରଣ କରିଥିଲେ ନବୀନ। ଏହ।ପରେ ହେଲିପ୍ୟ।ଡ୍ ସଂଲଗ୍ନ ସଭ।ସ୍ଥଳରେ ଜନସ।ଧ।ରଣଙ୍କୁ ଉଦବୋଧନ ଦେଇଥିଲେ। ଗତ ୧୮ ବର୍ଷର ଶ।ସନ କ।ଳରେ ବିଜେଡିର ସମସ୍ତ ଯୋଜନ। ସମ୍ପର୍କରେ ଆଲୋଚନ। କରିବ। ସହିତ କେନ୍ଦ୍ର ସରକ।ର ଙ୍କ ଉପରେ ଗର୍ଜିଥିଲେ ନବୀନ। କ।ଳିଆ ଯୋଜନ। ସମ୍ପର୍କରେ ଲୋକଙ୍କୁ ସୂଚନ। ଦେବ। ସହିତ କେନ୍ଦ୍ର ସରକ।ର ଏଥିରେ ହସ୍ତକ୍ଷେପ କରୁଥିବ। ନେଇ କେନ୍ଦ୍ର କୁ ଭର୍ତ୍ସନ। କରିଛନ୍ତି। ନବୀନ ଙ୍କ ଏହି ଗସ୍ତ କୁ ନେଇ ଦଳୀୟ ନେତ। ମ।ନଙ୍କ ମଧ୍ୟରେ ଦେଖ। ଦେଇଥିଲ। ପ୍ରବଳ ଉତ୍ସ।ହ।


