ଦୁଃଖ ପ୍ରକାଶ କଲେ ବାଚସ୍ପତି

ଭୂବନେଶ୍ୱର- ଆରମ୍ଭ ହୋଇଯାଇଛି ବିଧାନସଭାର ଶୀତକାଳିନ ଅଧିବେଶନ ସ୍ମିତାରାଣୀ ପ୍ରସଙ୍ଗରେ ସରକାରଙ୍କୁ ବେରୋଧୀ କଟାକ୍ଷ କରିବାପରେ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବିଧାନସଭାରେ ଉଠାଇଛନ୍ତି ବିରୋଧୀ ସୋମବାର ବିରେଧୀ ଦଳନେତା ପ୍ରଦିପ ନାୟକ ସ୍ମିତାରାଣୀଙ୍କ ବିଷୟରେ ବିଧାନସଭାରେ କିଛି କହିବାକୁ ଯାଉଥିବା ସମୟରେ ପବିତ୍ର ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି । ଏହାକୁ ନେଇ ବିରେଧୀ ସରକାରଙ୍କୁ ସମାଲୋଚନା କରିବା ସହ ଅଭିଯୋଗ କରିଥିଲେ ଯେ, ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗକୁ ସରକାର ଏଡାଇଯାଉଛନ୍ତି । ଯଦି ସରକାର ବିରୋଧୀମାନଙ୍କୁ ସହେଯାଗ ନକରିବେ ତାହେଲେ ବିଧାନସଭାକୁ ଚଳାଇଦିଆଯିବ ନାହିଁ ବୋଲି କହିଥିଲେ । ଏହି ବିଷୟରେ ଅନୁଶୀଳନ କରି ବିରୋଧୀଙ୍କ ପଟୁଚାପ ପଡିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗୃହରେ ଭୂଲ୍ ମାଗିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ