ଦୁଇଦିନିଆ ଓଡିଶା ଗ୍ରସ୍ତରେ ପ୍ରଥମ ନାଗରିକ
ଭୁବନେଶ୍ୱର- ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାମନାଥ କୋବିନ୍ଦ । ସେ ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ସଂଧ୍ୟାରେ ଭୂବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ରାଜଭବନରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ରଷ୍ଟ୍ରପତି ପାଇକ ସୃୁତିସ୍ଥଳକୁ ଯାଇ ବୁଲିହେଖିବା ସହ ତାପରେ ସିଧା ବାଣୀବିହାର ପ୍ଲାଟିନମ ଜୁବୁଲୀରେ ଯୋଗ ଦେବା ର କାର୍ଯକ୍ରମ ରହିଛି ।ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।