ବାଇକ ବୋଲର ମୁହାଁମୁହିଁ ଧକ୍କା ବିଡିଓଙ୍କ ସମେତ ୧ ଆହାତ

ଆସିକା , ଯୁଗାବ୍ଦ ନ୍ୟୁଜ୍) : ଆସିକା ଓ ବାଲିସିରା ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଭଞ୍ଜନଗର ବିଡିଓଙ୍କ ସମେତ ଅନ୍ୟ ଜଣେ ଆହାତ ହୋଇଛନ୍ତି । ଆହାତଙ୍କୁ ଆସିକା  ମେଡିକାଲରେ ଭର୍ତ୍ତିକରାଯାଇଛି ।ପ୍ରାଥମିକ ଚିକିସ୍ରା ପରେ  ବିଡିଓଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ