ଦୁର୍ଘଟଣାରେ ଦୁଇ ମୃତ, ଏକ ଗୁରୁତର ଆହତ

ଅନୁଗୋଳ (ଯୁଗାଦ୍ଧ ନିଜ୍ୟୁ)ଜେ ବି ଏନ୍ଅନୁଗୋଳ ଜିଲ୍ଲା ତୁରଙ୍ଗ ଗ୍ରାମର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ କ୍ଷ ସୂଚନା ମୁତାବକ ବିଳମ୍ବିତ ରାତିରେ ତିନିଜଣ ଗୋଟିଏ ସ୍କୁଟିରେ ପାଖ ଗ୍ରାମରୁ ଦଣ୍ଡ ଦେଖି ଫେରୁଥିବା ସମୟରେ ଅନୁଗୁଳ ସହର ଉପକଣ୍ଠ କଲଟ୍ୟାକ୍ସ ଚ୍ଛକ ନିକଟରେ ଦୁର୍ଘଟଣା ଘଟିଛି କ୍ଷ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନାମ କାଳିଆ ନାଏକ ଓ ଦୀପକ ନାଏକ ଏବଂ ଆହତ ହୋଇଥିବା ବ୍ୟକ୍ତି ହେଲେ ଦିଲ୍ଲିପ ନାଏକ କ୍ଷ ଆହାତ କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ