କଳାହାଣ୍ଡି ଦୁର୍ଘଟଣାରେ ୨ ମୃତ ଜଣେ ଗୁରୁତର 06/12/2020 YWPSENU8 0 Comments ଦୁର୍ଘଟଣାରେ ୨ ମୃତ ଜଣେ ଗୁରୁତର କଳାହାଣ୍ଡି,(ଓ୍ବାଇଏନ୍ଏସ୍) : ଶନିବାର ସନ୍ଧ୍ୟାରେ କେସିଙ୍ଗା ସହର ଜାତୀୟ ରାଜପଥ ୨୬ ମୁଖ୍ୟ ରାସ୍ତା ରେ ବାଇକ କୁ ପିଟିଲା ଧାନ ବୋଝେଇ ଟ୍ରକ | ଘଟଣା ସ୍ଥଳରେ ୨ ମୃତ , ଜଣେ ଗୁରୁତର କେସିଙ୍ଗା ଚିକିତ୍ସାଳୟ ସ୍ଥାନାନ୍ତର | Spread the love