ଦୋକାନୀ ଓ ଗ୍ରାହକ ମନରେ ଖୁସିର ଲହରୀ

ମୋହନା,( ଅଂଶୁମାନ ପଣ୍ଡା):  କୋରନାର କାୟା ରେ ସମଗ୍ର ଦେଶ ଅକ୍ରାନ୍ତ ହୋଇଛି ସେଥିରେ ଓଡ଼ିଶାର ଗଜପତି ଜିଲ୍ଲା ମୋହନା ବ୍ଲକ ରେ ମଧ୍ୟ ଅକ୍ରାନ୍ତ ହଇଥିଲେ କେତେ ଯୋଦ୍ଧା ଓ ସାଧାରଣ ଲୋକେ ଏହି ସମୟରେ ବିଶେଷ କରି ବ୍ୟବସାୟ ବହୁତ କ୍ଷତି ସହିବାକୁ ପଡିଛି | ଗତ ୬ମାସ ଧରି ଲକ ଡାଉନରେ ଦୋକାନ ବନ୍ଦ ଥିବା ଯୋଗୁ ବିଭିନ୍ନ ବାକିହେଇଥିଲେଏବେ କେନ୍ଦ୍ର ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଉଚିତି ପଦେକ୍ଷପ ଏବେ ଗରିବ ଓ ଉଠା ଦୋକାନୀ ,ହୋଟେଲ ମାନେ କିଛି ବ୍ୟବସାୟ କରି ପରିବାର ଓ ମାଲିକ ର ବାକି ସୁଜିପରିବେ |ଗାଡ଼ି ଯାତାୟାତ ହେବ ଦ୍ୱାରା ଲୋକେ ଆବଶ୍ୟକ ସମଗ୍ରୀ କିଣି ପାରିବେ | ଆଜି ଗଜପତି ଜିଲ୍ଲାପାଳଙ୍କ ଘୋଷଣା ପରେ ଆହୁରି ଅଧିକ ଖୁସୀ ମନେ କରିଛନ୍ତି ବେପାରୀ | ମୋହନା ବ୍ଲକର ବିଭିନ୍ନ ପଂଚାୟତ ଗୁଡିକରେ ସକାଳୁ ଦୋକାନ ଖୋଲି ରାତ୍ର ୮ଟା ରେ ବନ୍ଦ ହେବ | ଗ୍ରାହକ ମାନେ ବି ଶାନ୍ତି ସୁଙ୍ଖଳା ରଖି ଜିନିଷ ପତ୍ର କିଣିଛନ୍ତି ଅନ୍ୟପଟେ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ମାକ୍ସ ଓ ସନଇଟାଇଜ ବ୍ୟବହାର କରିବା ସହ ଦୋକାନ ଆଗରେ ପାଣି ସାବୁନ ରଖିବା ପାଇଁ ଦୋକାନୀ ମାନଙ୍କୁ ସଚେତନ କରାଇ ଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ