ଦ୍ୱିତୀୟ ପର୍ଯ୍ୟାୟରେ ୯ ହଜାର ୧୧୭ ଟି ବୁ୍ଥରେ ଭୋଟର ମତଦାନ କରିବେ

ପ୍ରଥମ ପର୍ଯ୍ୟାୟ ଲୋକସଭା ୪ ଟି ,ବିଧାନସଭା ୨୮ ଟିରେ ନିର୍ବାଚନ ସରିବା ପରେ ଏବେ ସମସ୍ତ ରାଜନୈତିକ ଦଳ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୁର୍ବରୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ଫୋକସରେ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୫ ଟି ଲୋକସଭା ଆସନ ,୩୫ ଟି ବିଧାନସଭାରେ ମତଦାନ ଗ୍ରହଣ ହେବ ।ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚଳିତ ୧୮ ତାରିଖରେ ହେବ । ୫ ଟି ଲୋକସଭା ଆସନ ଗୁଡିକ ହେଲା ବରଗଡ ,ସୁନ୍ଦରଗଡ ,ବଲାଙ୍ଗିର , କନ୍ଧମାଳ ,ଆସିକା , । ୩୫ ଟି ବିଧାନସଭା ଆସନ ମଧ୍ୟରେ ୨୧୯ ଜଣ ପୁରୁଷ ଥିଲା ବେଳେ ୨୫ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ଅଛନ୍ତି । ଚଳିତ ଅପ୍ରିଲ ୧୮ ତାରିଖରେ ରାଜ୍ୟରେ ୫ ଟି ଲୋକସଭା ଆସନର ୬୭ ଲକ୍ଷ ୯୩ ହଜାର ୧୨୩ ଜଣ ମତଦାତା ୯ ହଜାର ୧୧୭ ଟି ବୁ୍ଥରେ ସେମାନଙ୍କ ମତଦାନ ସାବ୍ୟସ୍ଥ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ