ଧର୍ମପରାୟଣ ମହିଳାଙ୍କ ପରଲୋକ
ପାରଳାଖେମୁଣ୍ଡି ,(ତାରିଣୀ ପ୍ରସାଦ ପଣ୍ଡା) : ବୁଧବାର ଦିନ ଶିବାନନ୍ଦ ନଗର ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ସରୋଜିନୀ ପଣ୍ଡାଙ୍କ ର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପନ୍ତ୍ରୀ ଏବଂ ଦୁର୍ଗାମାଧବ ପଣ୍ଡାଙ୍କ ମା ଥିଲେ । ସେ ଜଣେ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ଧର୍ମପରାୟଣ ଥିଲେ । ତାଙ୍କର ବିୟୋଗରେ ତାଙ୍କ ପରିବାର ଦୁଇ ପୁଅ ,ବୋହୁ,ଝିଅ ,ଯୁଇଁ ,ଭଣଜା,ଏମାନେ ସମସ୍ତେ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ ।