ନଗର ବିଜେପି ତରଫରୁ ଚାରା ରୋପଣ

ଜି. ଉଦୟଗିରି, (ଓ୍ବାଇଏନ୍ଏସ୍):ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜି. ଉଦୟଗିରି ନଗର ବିଜେପି ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେପି ସଭାପତି ଉଦେସନ ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଗାନ୍ଧୀଙ୍କ  ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହିତ ନାଣ୍ଡା ଠାରେ ଚାରା ରୋପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ବରିଷ୍ଠ ବିଜେପି ନେତା ଭୀମସେନ ପ୍ରଧାନ, ରସାନନ୍ଦ ନାୟକ , ମାୟା ବନ୍ଧୁ ପ୍ରଧାନ, ରବିନ୍ଦ୍ର ସାହୁ, ପ୍ରଶାନ୍ତ ବଗର୍ତୀ, ଅଶୋକ ଆଚାର୍ଯ୍ୟ, ପ୍ରୀୟ ବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ