‘ନାଗିନ୍-୪’ ର ଲିଡ ରୋଲରେ ନିୟାଶର୍ମା

ମୁମ୍ବାଇ-(ଯୁଗାବ୍ଦ ନ୍ୟୁଜ )ଟେଲି ଜଗତର ଲୋକପ୍ରିୟ ଓ ହିଟ ସୋ ନାଗିନ-୪ ଅତିଶୀଘ୍ର ପରଦାକୁ ଆସୁଅଛି । କିଏ ନଜର ଆସିବ ନାଗିନ ର ଲିଡ ରୋଲରେ ଏଥିପାଇଁ ବହୁ ସସପେନ୍ସ ଲାଗି ରହିଥିଲା । ଏଥିରେ ଟିଭିର ବୋଲ୍ଡ ଗର୍ଲ ନିୟା ଶର୍ମା ଲିଡ୍ ରୋଲ୍‌ରେ ଅଭିନୟ କରିବେ। ଏ କତା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇ ଥିଲେ। ଏବେ ସେ ଦ୍ୱିତୀୟ ଲିଡ୍ ଅଭିନେତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଦେଇଛନ୍ତି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକତା ଦ୍ୱିତୀୟ ନାଗୁଣୀଙ୍କ ନାଁ ଘୋଷଣା କରିଦେଇଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ଜସ୍ମିନ୍ ଭାସିନ୍। ଏକ୍‌ତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶୋ ‘ ର ଏକ ପ୍ରୋମୋ ଶେଆର କରି ଲେଖିଛନ୍ତି ‘ ଆପଣଙ୍କୁ ନାଗିନ୍ ଦୁନିଆରେ ସ୍ୱାଗତ ଜସ୍ମିନ୍। ହେଲେ ଏବେ ଅପେକ୍ଷା ରେ ଦର୍ଶକ ଗ୍ଲାମର୍‌, ରୋମାନ୍ସ, ଆକ୍ସନ ଓ ପ୍ରତିଶୋଧର କାହାଣୀ ସହ ପ୍ରସ୍ତୁତ ନାଗିନ ୪ କେତେ ଲୋକପ୍ରିୟତା ସାଉଣ୍ଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ